Lrc Player

Alta Makhi

Bijay Anand saho
[00:00.00]·Synced by Guest·
This lyric sheet isn't paired with a song yet, so lines are shown but won't sync or seek.

[00:27.79] ଏ, ଲାଲ୍ ଜର-ଜର ଅଳତା ମାଖୁ ଯାଉଛ ଗୋରୀ କେନକେ ବୁଲି?

[00:31.26] କେତେ ତମେ style ମାରୁଛ? ଏ ନନୀ ତମେ କେତେ ଧନ style ମାରୁଛ?

[00:38.34] ଲାଲ୍ ଜର-ଜର ହୋଠ୍ କେ କରି ମୁହଁକେ ତମେ ସଜେଇ କରି

[00:41.64] କେତେ ଧନ style ମାରୁଛ?

[00:44.33] ଏ ନନୀ ତମେ କେତେ ଧନ style ମାରୁଛ? ଆଖୁଥ୍ ତୋର୍ କଜଲ୍ ମାଖୁ

[00:50.49] ତିଛି ନଜର୍ ତମେ ମାରି

[00:52.22] ପିଲାକେ ତମେ ଘାୟଲ କରୁଛ ଏ ନନୀ ତମେ ଇ ପିଲାକେ ଘାୟଲ କରୁଛ

[00:59.13] ହେ, ତୋର୍ ଚାହାନି ଲୁଭ୍-ଲୁଭାନି, ସଭେ କହେସନ୍ ବଢିଆ ମନକେ ସମ୍ବଲପୁରୀ ଗୁରିଆ

[01:06.40] ଝୁମେଇଦେଲା ମୋର୍ ମଲ୍-ମଲିଆ ରସିଆ ପିଲା

[01:08.34] ଦିଲ୍ କେ ସତେ ଘାୟଲ୍ କଲା

[01:09.85] ନାଇ ଦେଖାନ ପ୍ରେମ୍ ଲୀଲା

[01:11.54] ମୁଇଁ ଆଏ ନନୀ ଭୋଲିଭାଲି ରେ

[01:30.21] ଦିନ୍ କ ଥରେ

[01:32.00] ତତେ ନାଇ ଦେଖୁଲେ ମନ୍ ନାଇ ଭରେ

[01:35.62] ତୋର୍ beautiness ମତେ ମାରି ଦେଲା ରେ ମୁଇଁ ଝୁରିମଲି, ଝୁରିମଲି

[01:41.35] ତୋର୍ ଚେହେରା ଖାଲି-ଖାଲି ହାଏ

[01:44.55] ମନର୍ ମଇନା

[01:46.27] ତତେ ଦେଖୁଲା ଦିନୁ ଉଡ଼ିଗଲା ମୁଁ-

[01:49.80] ଏତେ ସୁନ୍ଦରୀ କେନ୍ଥା ହେଲୁ ଖ୍ରୀ-୯-୩-? ମତେ ପାଗଲ୍ କଲୁ, ରସେଇଦେଲୁ

[01:55.68] ଜାନି-ଜାନି କରି ଫସେଇଦେଲୁ, ହାଏ

[01:58.80] ଏ ମୋର୍ କଅଁଲି ଖରାର୍ ଦିନ୍ ବିଲିଆ

[02:00.52] ଚମକି ଯାଉଛ ଗୁରା-ଗୁରା ମତେ ତମେ ବଝା କରୁଛ

[02:04.66] ହାଏ ଧାଙ୍ଗିରି, ମତେ ତମେ ବଝା କରୁଛ

[02:24.98] ହେ, ଜାନି-ଜାନି ତୁମେ ଗୁଟେ ଆୱାର୍ ରସିଆ ପିଲା ତୁମର୍ ମିଠା-ମିଠା କଥା କେନ୍ଥା ଫସେଇ ଦେଲା ତୋର୍ ହେଇଗଲେ ଦେଖୁଥ‌ିବ ଏ TH

[02:32.05] ମୁଇଁ ହେଲିନ ତୋର ଧ୍ଵଂସ, ତୁଇ áe- ହେ, ତତେ ଭଲ୍ ପାଉଛେ ମୁଇଁ, କାହାର୍ ନାଏ ପୃ-FI

[02:46.15] ଲଗେଇଦେଲୁ କାଏଁ ମହନି? ଦୁଇ ମୋର୍ ପ୍ରେମ୍ ଥିବାବା

[02:53.03] ଏ ମୋର୍ ସୁନ୍ଦୁରୀ ବେଲ (ହେ)

[02:56.66] ଏ ମୋର୍ ସୁନ୍ଦୁରୀ ବେଲ ass କରି

[02:58.47] ମତେ ତମେ କହିଦେଲ

[03:00.17] ମତେ ତମେ ଭଲ୍ ପାଉଛ

[03:02.55] ଏ ସତେ ନନୀ, ମତେ ତମେ ଭଲ୍ ପାଉଛ

[03:07.33] ଆଖୁଥ୍ ତୋର୍ କଜଲ୍ ମାଖୁ

[03:08.95] ତିଛି ନଜର୍ ତମେ ମାରି

[03:10.66] ପିଲାକେ ତମେ ଘାୟଲ କରୁଛ ଏ ନନୀ ତମେ ଏଇ ପିଲାକେ ଘାୟଲ କରୁଛ

[03:17.77] ଇ ପିଲାକେ ଘାୟଲ କରୁଛ ଏ ନନୀ ତମେ ଇ ପିଲାକେ ଘାୟଲ କରୁଛ

[03:38.64] (ମାରିଦେଲା ରେ, ଏ ମୋର୍ ରାନୀ)

[03:40.46] (ଏ ମୋର୍ ରାନୀ)